ଅକ୍ଟୋବର ୨୧ ତାରିଖରେ ‘ଗଗନଯାନ ମିଶନ୍’ର ପ୍ରଥମ ଫ୍ଲାଇଟ ଟେଷ୍ଟ : ଇସ୍ରୋ

ନୂଆଦିଲ୍ଲୀ: ଭାରତର ସ୍ପେସ ରିସର୍ଚ୍ଚ ସଂସ୍ଥା ବା ଇସ୍ରୋ ତରଫରୁ ଏକ ବଡ଼ ଘୋଷଣା ହୋଇଛି। ଚନ୍ଦ୍ରଯାନ ଏବଂ ଆଦିତ୍ୟ ଏଲ-୧ ପରେ ନୂଆ ପ୍ରୋଜେକ୍ଟ ‘ଗଗନଯାନ ମିଶନ୍’କୁ ନେଇ ଏକ ଖୁସି ଖବର ଦେଇଛି ଇସ୍ରୋ। ଆସନ୍ତା ଅକ୍ଟୋବର ୨୧ ତାରିଖ ସଂସ୍ଥା ପାଇଁ ଏବଂ ସାରା ଭାରତ ପାଇଁ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି। କାରଣ ୨୧ ତାରିଖରେ ଗଗନଯାନର ପ୍ରଥମ … Continue reading ଅକ୍ଟୋବର ୨୧ ତାରିଖରେ ‘ଗଗନଯାନ ମିଶନ୍’ର ପ୍ରଥମ ଫ୍ଲାଇଟ ଟେଷ୍ଟ : ଇସ୍ରୋ